Saha Charitable Trust

ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ

Home » Blog » ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ

SOG ଚନ୍ଦକା ପରିସରରେ 23 ଜୁଲାଇ 2022ରେ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ 300 ଆମ୍ବ ବୃକ୍ଷ ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯୋଗ ଦେଇଥିଲେ ଅଜୟ କୁମାର ପାଢ଼ୀ CEO-1, SOG, ଶ୍ରୀ ପି.ଡି.ବା OAPS-1, Dy Comm., ଶ୍ରୀ ଏସ. ଚନ୍ଦ୍ର. ମାଝି, ଶ୍ରୀ ରଜତ ପଟ୍ଟନାୟକ(ଇନ୍ସପେକ୍ଟର), ଶ୍ରୀ ମାନସ ରଞ୍ଜନ ପଣ୍ଡା(ଇନ୍ସପେକ୍ଟର), ଅନେକ ପୋଲିସ ବନ୍ଧୁ ଓ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ HDFC ବ୍ୟାଙ୍କର ସଞ୍ଜୟ ସ୍ବାଇଁ (ମ୍ୟାନେଜର), କାନୁନଗୋବାବୁ, ଦେବୁ ବାବୁ ଏବଂ ଶାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନବାବା।

ଓଡ଼ିଶାକୁ ସବୁଜ ସୁନ୍ଦର ଓ ପରିବେଶ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା ଗୋଟିଏ ଜୀବନ ଗୋଟିଏ ବୃକ୍ଷ ପାଇଁ ଆହ୍ୱାନ କରିଥିଲେ ଅତିଥିବୃନ୍ଦ।

ଏହି ସାମାଜିକ ସେବାରେ ସହାୟତା ପ୍ରଦାନ କରିବାକୁ ଚାହୁଁଥିଲେ ଶାହା ଚାରିଟେବୁଲ ଟ୍ରଷ୍ଟ ସହ ଯୋଗାଯୋଗ କରନ୍ତୁ- 9938693532।

ସାହା ଚାରିଟେବୁଲ ଟ୍ରଷ୍ଟର ଏହି GREEN DRIVEର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଶାର ପ୍ରକୃତିକୁ ସବୁଜ ସୁନ୍ଦର ଓ ପରିବେଶକୁ ସୁରକ୍ଷା, ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ, ଆଶ୍ରୟସ୍ଥଳ ଏବଂ ମଭବିଷ୍ୟତରେ କିଛି ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ମଧ୍ୟ ଦେଇପାରିବ ବୋଲି ଟ୍ରଷ୍ଟର ମୁଖ୍ୟ ଜୀବନବାବା ପ୍ରକାଶ କରିଛନ୍ତି।

🙏ଜୟ ଜଗନ୍ନାଥ 🙏