Saha Charitable Trust

ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Home » Blog » ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ତା19/7/2022ରିଖ ଶାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ସଦର, କେସିଆଡିହି ଗ୍ରାମର ବିଜ୍ଞାନ କୁମାର ଜେନା, ପିତା- ଗୋକୁଳାନନ୍ଦ ଜେନାଙ୍କ ସମେତ 9 ପରିବାରଙ୍କ ବାଡ଼ିରେ 230 ଆମ୍ବ ବୃକ୍ଷ ରୋପଣ କରାଯାଇଛି। ଏହି କାର୍ଯ୍ୟରେ ଗ୍ରାମର ଲୋକମାନେ ଏବଂ ଟ୍ରଷ୍ଟର ମୁଖ୍ୟ ଜୀବନ ବାବା ଉପସ୍ଥିତ ରହି ବୃକ୍ଷ ରୋପଣ କରିଛନ୍ତି।

ଶାହା ଚାରିଟେବୁଲ ଟ୍ରଷ୍ଟର GREEN DRIVEର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଶାର ବାୟୁମଣ୍ଡଳ ଶୁଦ୍ଧ କରିବା ସହ ସବୁଜ ସୁନ୍ଦର କରିବା, ପରିବେଶକୁ ସୁରକ୍ଷା ଦେବା, ପଶୁପକ୍ଷୀଙ୍କୁ ଖାଦ୍ୟ ଓ ସୁରକ୍ଷା ଦେବା, ଭବିଷ୍ୟତରେ ଉକ୍ତ ପରିବାରର ଲୋକମାନଙ୍କୁ ରୋଜଗାରକ୍ଷମ କରିବା।

ଚାହୁଁଥିବା ବ୍ୟକ୍ତି ନିଜର କିମ୍ବା ସମ୍ପର୍କୀୟଙ୍କ କୈାଣସି ବି ଖୁସି ଦିବସରେ ବୃକ୍ଷରୋପଣ ନିମନ୍ତେ ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତି ନିଜ ବାଡିବଗିଚା, ବିଦ୍ୟାଳୟ, ମଠ ମନ୍ଦିରରେ ଯେଉଁଠି ବୃକ୍ଷ ରୋପଣ କରିବା ପାଇଁ ଚାହୁଁଛନ୍ତି ଯୋଗାଯୋଗ କରନ୍ତୁ – 9938693532।

🙏 ଜୟ ଜଗନ୍ନାଥ 🙏