Saha Charitable Trust

ଶାହା ଚାରିଟେବୁଲ ହୋମିଓପାଥିକ ଡିସ୍ପେନ୍ସାରୀ

Home » Blog » ଶାହା ଚାରିଟେବୁଲ ହୋମିଓପାଥିକ ଡିସ୍ପେନ୍ସାରୀ

🙏ଜୟ ଜଗନ୍ନାଥ 🙏
ଶାହା ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶାହା ଚାରିଟେବୁଲ ହୋମିଓପାଥିକ ଡିସ୍ପେନ୍ସାରୀ,
ଚକେଇସିହାଣୀ, ମଞ୍ଚେଶ୍ବର, ଭୁବନେଶ୍ୱରରେ ଚାଲିଆସୁଛି। ସମସ୍ତଙ୍କୁ ମାଗଣାରେ ଚିକିତ୍ସା ଏବଂ ଔଷଧ ଯୋଗାଇ ଦିଆଯାଉଛି। ଏଯାବତ୍ 15250ରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସିତ ହୋଇ ସାରିଛନ୍ତି। August ମାସରେ 117 ଛୋଟପିଲା, 103 ଜଣ ମହିଳା ଏବଂ 102 ଜଣ ପୁରୁଷ ଚିକିତ୍ସିତ ହୋଇଛନ୍ତି। ସବୁଦିନ ଡିସ୍ପେନ୍ସାରୀ ଖୋଲା ରହିବା ସହ ରବିବାର ମଧ୍ୟ ଖୋଲା ରହୁଛି। ଏଠାରେ ଲେଡୀ ଡ଼ାକ୍ତର ଛୋଟ ପିଲାଙ୍କ ଚିକିତ୍ସା, ସ୍ତ୍ରୀ ରୋଗ ଏବଂ ଅନ୍ୟ ସମସ୍ତ ରୋଗର ଚିକିତ୍ସା କରୁଛନ୍ତିି। ଆହୁରି ଅଧିକରୁ ଅଧିକ ଇଚ୍ଛୁକ ବ୍ୟକ୍ତି ଆସନ୍ତୁ ଡାକ୍ତରଙ୍କ ପରାମର୍ଶ ନେବା ସହ ଚିକିତ୍ସାର ସୁବିଧା ନିଅନ୍ତୁ।ଶାହା ଚାରିଟେବୁଲ ହୋମିଓପାଥିକ ଡିସ୍ପେନ୍ସାରୀ, ସନ୍ତୋଷୀମା ମନ୍ଦିର ନିକଟ, ଚକେଇସିହାଣୀ, ମଞ୍ଚେଶ୍ବର, ଭୁବନେଶ୍ୱର,9938693532 ନମ୍ବରରେ ଯୋଗାଯୋଗ କରିପାରିବେ।
🙏ଜୟ ଜଗନ୍ନାଥ 🙏

Translate »