Saha Charitable Trust

ଶାହା ଚାରିଟେବୁଲ ହୋମିଓପାଥିକ ଡିସ୍ପେନ୍ସାରୀ

Home » Blog » ଶାହା ଚାରିଟେବୁଲ ହୋମିଓପାଥିକ ଡିସ୍ପେନ୍ସାରୀ

🙏ଜୟ ଜଗନ୍ନାଥ 🙏

ଶାହା ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶାହା ଚାରିଟେବୁଲ ହୋମିଓପାଥିକ ଡିସ୍ପେନ୍ସାରୀ ଚକେଇସିହାଣୀ, ମଞ୍ଚେଶ୍ବର, ଭୁବନେଶ୍ୱରରେ ଚାଲିଆସୁଛି। ସମସ୍ତଙ୍କୁ ମାଗଣାରେ ଚିକିତ୍ସା ଏବଂ ଔଷଧ ଯୋଗାଇ ଦିଆଯାଉଛି। ଏଯାବତ୍ ବହୁ ରୋଗୀ ଚିକିତ୍ସିତ ହୋଇସାରିଛନ୍ତି। ମାର୍ଚ୍ଚ ମାସରେ 74 ଛୋଟପିଲା, 110 ଜଣ ମହିଳା ଏବଂ 68 ଜଣ ପୁରୁଷ ଚିକିତ୍ସିତ ହୋଇଛନ୍ତି। ପତ୍ଯହ 18/20 ରୋଗୀ ଚିକିତ୍ସିତ ହେଉଛନ୍ତି। ଏଠାରେ ଲେଡୀ ଡ଼ାକ୍ତର ଛୋଟ ପିଲାଙ୍କ ଚିକିତ୍ସା, ସ୍ତ୍ରୀ ରୋଗ ଏବଂ ଅନ୍ୟ ସମସ୍ତ ରୋଗର ଚିକିତ୍ସା କରୁଛନ୍ତିି। ଆହୁରି ଅଧିକରୁ ଅଧିକ ଇଚ୍ଛୁକ ବ୍ୟକ୍ତି ଆସନ୍ତୁ ଡାକ୍ତରଙ୍କ ପରାମର୍ଶ ନେବା ସହ ଚିକିତ୍ସାର ସୁବିଧା ନିଅନ୍ତୁ।ଶାହା ଚାରିଟେବୁଲ ହୋମିଓପାଥିକ ଡିସ୍ପେନ୍ସାରୀ, ସନ୍ତୋଷୀମା ମନ୍ଦିର ନିକଟ, ଚକେଇସିହାଣୀ, ମଞ୍ଚେଶ୍ବର, ଭୁବନେଶ୍ୱର,9938693532 ନମ୍ବରରେ ଯୋଗାଯୋଗ କରିପାରିବେ।


🙏ଜୟ ଜଗନ୍ନାଥ 🙏