Saha Charitable Trust

ଶାହା ଚାରିଟେବୁଲ ହୋମିଓପାଥିକ ଡିସ୍ପେନ୍ସାରୀ

Home » Blog » ଶାହା ଚାରିଟେବୁଲ ହୋମିଓପାଥିକ ଡିସ୍ପେନ୍ସାରୀ

ଶାହା ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶାହା ଚାରିଟେବୁଲ ହୋମିଓପାଥିକ ଡିସ୍ପେନ୍ସାରୀ,ଚକେଇସିହାଣୀ, ମଞ୍ଚେଶ୍ବର, ଭୁବନେଶ୍ୱରରେ ଚାଲିଆସୁଛି। ସମସ୍ତଙ୍କୁ ମାଗଣାରେ ଚିକିତ୍ସା ଏବଂ ଔଷଧ ଯୋଗାଇ ଦିଆଯାଉଛି। ନଭେମ୍ବର ମାସଠାରୁ ଏଯାବତ୍ ବହୁ ରୋଗୀ ଚିକିତ୍ସିତ ହୋଇସାରିଛନ୍ତି। ଫେବୃଆରୀ ମାସରେ 135 ଛୋଟପିଲା, 88ଜଣ ମହିଳା ଏବଂ 57 ଜଣ ପୁରୁଷ ଚିକିତ୍ସିତ ହୋଇଛନ୍ତି। ପତ୍ଯହ 18/20 ରୋଗୀ ଚିକିତ୍ସିତ ହେଉଛନ୍ତି। ଆହୁରି ଅଧିକରୁ ଇଚ୍ଛୁକ ବ୍ୟକ୍ତି ଆସନ୍ତୁ ଡାକ୍ତରଙ୍କ ପରାମର୍ଶ ନେବା ସହ ଚିକିତ୍ସାର ସୁବିଧା ନିଅନ୍ତୁ। ଏଠାରେ ଡ଼ାକ୍ତର ସୁମିତ୍ରା ତ୍ରିପାଠୀ ବିଏଚ୍ଏମ୍ଏସ୍, ଚିକିତ୍ସା କରୁଛନ୍ତିି।

ଶାହା ଚାରିଟେବୁଲ ହୋମିଓପାଥିକ ଡିସ୍ପେନ୍ସାରୀ, ଚକେଇସିହାଣୀ, ମଞ୍ଚେଶ୍ବର, ଭୁବନେଶ୍ୱର Mob : 9938693532 ନମ୍ବରରେ ଯୋଗାଯୋଗ କରିପାରିବେ ।