Date.19.09.22 Malkangiri ର OSAP 4th SS Battalion ର ପରିସରରେ ରେ ସବୁଜ ବଳୟ ସୁଷ୍ଟି କରିବା ଉଦେଶ୍ୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି,4th SS Battalion Malkangiri ଏବଂ ଭୁବନେଶ୍ୱର ସାହା ଚାରିଟେବଲୁ ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ବାଟଟାଲିୟନ ରେ ପ୍ରାୟ ଦୁଇ ଶହ ବୃକ୍ଷ ଚାରା ରୋପଣ କରାଯାଇଛି, ଆମ୍ବ ଚାରା 100, ଜାମୁ 50,ଓ ବାହାଡା ବୃକ୍ଷ 50 Battalion ମଧ୍ୟ୍ୟ ରେ ଲଗାଯାଇଅଛି,ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ comm ପ୍ରମୋଦ କୁମାର ଜେନା, Deputy comm ସରୋଜ କୁମାର ଜେନା, Asst comm ସୁବାସ ଚଦ୍ର ପ୍ରଧାନ, INSP ପ୍ରିୟବ୍ରତ ହେମ୍ବ୍ରମ, INSP ହୃଦାନନ୍ଦ ନାୟକ, SI. ରଞ୍ଜିତ ସେଠି, ଏବଂ 4th SS Battalion ର ସମସ୍ତ ପୋଲିସ ଭାଇ ମାନେ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ,ସାହା ଚାରିଟେବଲୁ ଟ୍ରଷ୍ଟ ର ମୁଖ୍ୟ ଜୀବନ ବାବା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କୁ ସୁଚାର ରୂପେ ପରିଚାଳନା କରିଥିଲେ ଏହି କାର୍ଯ୍ୟକ୍ରମ ରେ ଜଣେ ବଦାନ୍ୟ ବ୍ୟତି ପୂର୍ଣ୍ଣ ଅର୍ଥ ରାଶି ସହଯୋଗ କରିଥିଲେ,ଓଡିଶା ପ୍ରକୃତି କୁ ସୁରକ୍ଷା ଦେବା ପରିବେଶ ସୁରକ୍ଷା ପାଇଁ ପ୍ରକୃତି ପ୍ରେମୀ ଶୁଭେଛୁ ଆଗକୁ ଆସିବା କୁ ସାହା ଚାରିଟେବଲୁ ଟ୍ରଷ୍ଟ ପକ୍ଷରୁ ଆହ୍ୱାନ କରାଯାଉଅଛି…..
ଜୟ ଜଗନ୍ନାଥ



