Saha Charitable Trust

ମାଦୁର୍ଗାଙ୍କ ନବରାତ୍ରୀ ପୂଜା

Home » Blog » ମାଦୁର୍ଗାଙ୍କ ନବରାତ୍ରୀ ପୂଜା

🙏ଜୟ ଜଗନ୍ନାଥ 🙏


ଯାଦେବୀ ସର୍ବ ଭୂତେଷୁ ମାତୃ ରୂପେଣ ସଂକ୍ତିସ୍ଥା ନମଃସ୍ତସ୍ମେଇ ନମଃସ୍ତସ୍ମେଇ
ନମଃସ୍ତସ୍ମେଇ ନମଃ ନମ
ଯାଦେବୀ ସର୍ବଭୂତେଷୁ ଭକ୍ତିରୂପେଣ ସଂକ୍ତିସ୍ଥା ନମଃସ୍ତସ୍ମେଇ ନମଃସ୍ତସ୍ମେଇ
ନମଃସ୍ତସ୍ମେଇ ନମଃ ନମ
ଯାଦେବୀ ସର୍ବ ଭୂତେଷୁ ବିଦ୍ଯା ରୂପେଣ ସଂକ୍ତିସ୍ଥା ନମଃସ୍ତସ୍ମେଇ ନମଃସ୍ତସ୍ମେଇ
ନମଃସ୍ତସ୍ମେଇ ନମଃ ନମ

ମାଦୁର୍ଗାଙ୍କ ନବରାତ୍ରୀ ପୂଜା ତଥା ଦଶହରା ଉପଲକ୍ଷେ ଆମର ଅଗଣିତ ଶୁଭେଚ୍ଛୁ, ଶୁଭାକଂଆକ୍ଷୀମାନଙ୍କୁ ଶାହା ଚାରିଟେବୁଲ ଟ୍ରଷ୍ଟ ଓ ଶାହା ଚାରିଟେବୁଲ ହୋମିଓପାଥିକ ଡିସ୍ପେନସାରୀ ତରଫରୁ ମାଙ୍କ ଶୁଭ ଆଶୀର୍ବାଦ ଓ ଶୁଭକାମନା ।

ଶାହା ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶାହା ଚାରିଟେବୁଲ ହୋମିଓପାଥିକ ଡିସ୍ପେନ୍ସାରୀ, ଚକେଇସିହାଣୀ, ମଞ୍ଚେଶ୍ବର, ଭୁବନେଶ୍ୱରରେ ଚାଲିଆସୁଛି। ସମସ୍ତଙ୍କୁ ମାଗଣାରେ ଚିକିତ୍ସା ଏବଂ ଔଷଧ ଯୋଗାଇ ଦିଆଯାଉଛି। ଏଯାବତ୍ 15850ରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସିତ ହୋଇ ସାରିଛନ୍ତି। ସେପ୍ଟେମ୍ବର ମାସରେ 37 ଛୋଟପିଲା, 128 ଜଣ ମହିଳା ଏବଂ 90 ଜଣ ପୁରୁଷ ଚିକିତ୍ସିତ ହୋଇଛନ୍ତି। ସବୁଦିନ ଡିସ୍ପେନ୍ସାରୀ ଖୋଲା ରହିବା ସହ ରବିବାର ମଧ୍ୟ ଖୋଲା ରହୁଛି। ଏଠାରେ ଲେଡୀ ଡ଼ାକ୍ତର ଛୋଟ ପିଲାଙ୍କ ଚିକିତ୍ସା, ସ୍ତ୍ରୀ ରୋଗ ଏବଂ ଅନ୍ୟ ସମସ୍ତ ରୋଗର ଚିକିତ୍ସା କରୁଛନ୍ତିି। ଆହୁରି ଅଧିକରୁ ଅଧିକ ଇଚ୍ଛୁକ ବ୍ୟକ୍ତି ଆସନ୍ତୁ ଡାକ୍ତରଙ୍କ ପରାମର୍ଶ ନେବା ସହ ଚିକିତ୍ସାର ସୁବିଧା ନିଅନ୍ତୁ।ଶାହା ଚାରିଟେବୁଲ ହୋମିଓପାଥିକ ଡିସ୍ପେନ୍ସାରୀ, ସନ୍ତୋଷୀମା ମନ୍ଦିର ନିକଟ, ଚକେଇସିହାଣୀ, ମଞ୍ଚେଶ୍ବର, ଭୁବନେଶ୍ୱର,9938693532 ନମ୍ବରରେ ଯୋଗାଯୋଗ କରିପାରିବେ।

🙏ଜୟ ଜଗନ୍ନାଥ 🙏

Translate »