Saha Charitable Trust

M.P. Olds home ରେ ମିଠା, ଫଳ ବଣ୍ଟନ

Home » Blog » M.P. Olds home ରେ ମିଠା, ଫଳ ବଣ୍ଟନ

ତା7/12/2021ରିଖ ଦିନ ସାହା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜିଜିପି କଲୋନୀ, ରସୁଲଗଡ, ଭୁବନେଶ୍ୱରର ଏମ୍.ପି. ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କୁ ମିଠା, ଫଳ ଇତ୍ୟାଦି ପ୍ରଦାନ କରାଯାଇଥିଲା।


ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ସ୍ଥାନୀୟ କର୍ପୋରେଟର ପ୍ରତାପ କୁମାର ରାଉତରାୟ, ଶ୍ରୀମତୀ ରଶ୍ମୀ ସାମଲ ଏବଂ ସାହା ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଜୀବନ ବାବା। ମାରୱାଡ଼ି ଯୁବମଞ୍ଚ ଏବଂ ପ୍ରତାପ କୁମାର ରାଉତରାୟ, ଶ୍ରୀମତୀ ରଶ୍ମୀ ସାମଲଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।


ଜୟ ଜଗନ୍ନାଥ 🙏