Saha Charitable Trust

5th IR Battalion (Boudh)ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Home » Blog » 5th IR Battalion (Boudh)ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

🙏 ଜୟ ଜଗନ୍ନାଥ 🙏

ତା.21.09.22. ରିଖ ରେ ସ୍ଥାନୀୟ ଅଞ୍ଚଳ ରେ ସବୁଜ ବଳୟ ସୁଷ୍ଟି କରିବା, ପରିବେଶ ସୁରକ୍ଷା ଉଦେଶ୍ୟ ରେ ବୌଦ୍ଧ ଜିଲ୍ଲା ର 5th IR Battalion ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.,5th IR Battalion (ବୌଦ୍ଧ )ଏବଂ ଭୁବନେଶ୍ୱର ସାହା ଚାରିଟେବଲୁ ଟ୍ରଷ୍ଟ ର ମିଳିତ ସହଯୋଗ ରେ ବାଟଟାଲିୟନ ରେ ପ୍ରାୟ 160 ରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଛି, ଏହି କାର୍ଯ୍ୟକ୍ରମ ରେ commandant ଶ୍ରୀ ଦ୍ରୁବାସ ନାୟକ, commandant.ଶ୍ରୀ ଗୋପବନ୍ଧୁ ତ୍ରିପାଠୀ, deputy commandant.ଶ୍ରୀ ଅନିଲ କୁମାର ପ୍ରଧାନ, deputy commander ଲଳିତ ବଘା,asst com. ଶ୍ରୀ ବେଲାର ମେହେର, asst commander . ଶ୍ରୀ କିଶୋର ବଳବନ୍ତରାୟ, Inspector ଶ୍ରୀ ସୂର୍ଯ୍ୟ କାନ୍ତ ମିଶ୍ର, Inspector.ଶ୍ରୀ ରଶ୍ମି କାନ୍ତ ଦାସ, Battalion ର ସମସ୍ତ ପୋଲିସ ବନ୍ଧୁ ମାନେ ଏବଂ ସାହା ଚାରି ଟେବୁଲୁ ଟ୍ରଷ୍ଟ ର ମୁଖ୍ୟ ଜୀବନ ବାବା ସେଠାରେ ଉପସ୍ଥିତ ରହି କହିଥିଲି ଓଡ଼ିଶା କୁ ସବୁଜ ସୁନ୍ଦର ଓ ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ବଦ୍ଧ ହେବା, ଗୋଟିଏ ଜୀବନ ଗୋଟିଏ ବୃକ୍ଷ ପାଇଁ ଆହ୍ୱାନ କରିଥିଲେ, ସର୍ବୋପରି ମଣିଷ ର ସ୍ବେଛାଚାରି କାର୍ଯ୍ୟ କଳାପ ଯୋଗଁ ଧରିତ୍ରୀ ମାଆ ସ୍ୱାର୍ଥ୍ୟ ଓ ସୁରକ୍ଷା ପାଇଁ ସଙ୍କଟ ଆଣିଦେଉଛି ବୋଲି ସେ ମତ ପ୍ରକାଶ କରିଛନ୍ତି, ଏହି ମହତ କାର୍ଯ୍ୟ ରେ ସମସ୍ତ ଅନୁଷ୍ଠାନ ର ଶୁଭେଚ୍ଛ ଏବଂ ବ୍ୟତି ବିଶେଷ ଏକାଠି ହୋଇ, ଚାଲନ୍ତୁ ଗଢିବା ସବୁଜ ଏବଂ ସୁନ୍ଦର ପୃଥିବୀ ବୋଲି, ସାହା ଚାରି ଟେବୁଲ ଟ୍ରଷ୍ଟ ପକ୍ଷ ରୁ ଆହ୍ୱାନ କରାଯାଇଛି……. ଜୟ ଜଗନ୍ନାଥ

Translate »